tag:blogger.com,1999:blog-5221181181364382861.post2092395615146506190..comments2022-11-17T05:48:25.646-08:00Comments on ଉନ୍ନତ ଉତ୍କଳ (Unnata Utkala): ବନ୍ଦେ ଉତ୍କଳ ଜନନୀहरिरामhttp://www.blogger.com/profile/12475263434352801173noreply@blogger.comBlogger2125tag:blogger.com,1999:blog-5221181181364382861.post-43365093743897770622015-03-16T12:25:23.180-07:002015-03-16T12:25:23.180-07:00ବନ୍ଦେ ଉତ୍କଳଜନନି! ଚାରୁହାସମୟି ଚାରୁଭାଷମୟି ଜନନି ଜନନି ଜ...ବନ୍ଦେ ଉତ୍କଳଜନନି! ଚାରୁହାସମୟି ଚାରୁଭାଷମୟି ଜନନି ଜନନି ଜନନି! ପୂତପୟୋଧିବିଧୌତଶରୀରେ!ତାଳତମାଳସୁଶୋଭିତତୀରେ! ଶୁଭ୍ରତଟିନୀକୂଳଶୀକରସମୀରେ!ଜନନି ଜନନି ଜନନି! ଘନଘନବନଭୂମିରାଜିତଅଙ୍ଗେ!ନୀଳଭୂଧରମାଳାସଜ୍ଜିତରଙ୍ଗେ! କଳକଳମୁଖରିତଚାରୁବିହଙ୍ଗେ!ଜନନି ଜନନି ଜନନି! ସୁନ୍ଦରଶାଳିସୁଶୋଭିତକ୍ଷେତ୍ରେ!ଜ୍ଞାନବିଜ୍ଞାନପ୍ରଦର୍ଶିତନେତ୍ରେ! ଯୋଗୀଋଷିଗଣଉଟଜପବିତ୍ରେ!ଜନନି ଜନନି ଜନନି! ସୁନ୍ଦରମନ୍ଦିରମଣ୍ଡିତଦେଶେ!ଚାରୁକଳାବଳିଶୋଭିତବେଶେ! ପୁଣ୍ୟତୀର୍ଥଚୟପୂର୍ଣପ୍ରଦେଶେ!ଜନନି ଜନନି ଜନନି! ଉତ୍କଳଶୂରବରଦର୍ପିତଗେହେ!ଅରିକୁଳଶୋଣିତଚର୍ଚିତଦେହେ! ବିଶ୍ୱଭୂମଣ୍ଡଳକୃତବରସ୍ନେହେ!ଜନନି ଜନନି ଜନନି! କବିକୁଳମୌଳିସୁନନ୍ଦନବନ୍ଦ୍ୟେ!ଭୁବନବିଘୋଷିତକୀର୍ତ୍ତିଅନିନ୍ଦ୍ୟେ! ଧନ୍ୟେ!ପୁଣ୍ୟେ!ଚିରଶରଣ୍ୟେ!ଜନନି ଜନନି ଜନନି!herprosadhttps://www.blogger.com/profile/03192837667825576779noreply@blogger.comtag:blogger.com,1999:blog-5221181181364382861.post-27471841246919326162007-06-12T20:35:00.000-07:002007-06-12T20:35:00.000-07:00can you send me hindi translation of oriya poem an...can you send me hindi translation of oriya poem and article for www.srijangatha.com, one great hindi web-zine, <BR/><BR/>thanks <BR/><BR/>here j.p.rathजयप्रकाश मानसhttps://www.blogger.com/profile/00751715610119416437noreply@blogger.com